ଟିପେ
ଦେଖଣା
ଟିପେ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ବିଶେଷଣ -
[ସମ୍ପାଦନା]ଚିମୁଟାଏ; ଟିପରେ ଧରିବା ଭଳି — A quantity of something contained between the phalanges of ୨ fingers; a pinch of.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଲେଶମାତ୍ର; ସାମାନ୍ୟ ପରିମାଣରେ — A little; in a small degree; slightly.
ଟେକିବା କ୍ଷଣି ଟିପେ ଘୁଞ୍ଚାଇ ନ ପାରିଲେ—କୃଷ୍ଣସିଂହ. ମହାଭାରତ, ବନ