ଟିପେଇବା
ଟିପେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଟିପେଇବା
|
ଦେଶଜ - ତ୍ରି. (ସଂସ୍କୃତ - ଟିପ ଧାତୁ=ପ୍ରେରଣ; ଚାଳନ)[ସମ୍ପାଦନା]
- ୧. ଗୋଡ଼ର ଅଗ୍ରଭାଗକୁ ଭୂମିରେ ଲଗାଇ ଛୋଟେଇ ଛୋଟେଇ ଚାଲିବା —୧. To walk with the fore part of the soles touching the ground.
- ୨. ଛୋଟେଇ ଛୋଟେଇ ଚାଲିବା — ୨. To limp; to walk lamely.
- ୩. ଟିପିବାର ଣିଜନ୍ତରୂପ — ୩. Causative from of Ṭipibā