ଟିପ୍ ଟିପ୍

ଉଇକିଅଭିଧାନ‌ରୁ

ଟିପ୍ ଟିପ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଟିପି ଟିପି—ଅନ୍ୟରୂପ)

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

(ବର୍ଷା) ଛୋଟଛୋଟ ଟୋପାରେ ପଡ଼ିବା —(rain) Dripping in small drops.

[ଦ୍ରଷ୍ଟବ୍ୟ —କୁଣ୍ଡାଝରା ବା ଫିସ୍ ଫିସ୍= ଅତି ସୁକ୍ଷ୍ମ ଟୋପାରେ ପଡ଼ିବା (ବର୍ଷା); ଝିପି ଝିପି ବା ଲିଫି ଲିଫି=କୁଣ୍ଡାଝରା ଠାରୁ ବଡ଼ ବଡ଼ ଟୋପା ଟିପ୍ ଟିପ୍ ବା ଟୁପୁରୁ ଟୁପୁରୁ= ଝିପି ଝିପି ଠାରୁ ବଡ଼ ବଡ଼ଟୋପା ଟପ ଟପ ବା ଟପର ଟପର= ଟିପ୍ ଟିପ୍ ଠାରୁ ବଡ଼ ବଡ଼ ଟୋପା ଅସରା=ସାଧାରଣ ବର୍ଷାଦୁମୁକାଣି=ବଡ଼ ବଡ଼ ଟୋପାରେ କିଛି ସମୟ ଅବିରତ ବର୍ଷା]