ଟିମେଇବା
ଦେଖଣା
ଟିମେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟିମେଇବା
|
ଦେଶଜ - କ୍ରିୟାପଦ - (ତୁଳ. ଇଂରାଜୀ - ଟିମ୍ପାନୀ=ପେଟ ଫୁଲାଇବା)
[ସମ୍ପାଦନା]ପୂର୍ଣ୍ଣ ପାନଭୋଜନ ବା ବାୟୁଦୋଷ ଯୋଗୁଁ (ପେଟ) ଢୋଲ ଭଳି ଫୁଲିବା — To swell like a drum (said of the belly after a full meal or drink).