ଟୁଣ୍ଟୁଣ୍

ଉଇକିଅଭିଧାନ‌ରୁ

ଟୁଣ୍ଟୁଣ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଟୁଣୁଟୁଣୁ, ଟୁଣ୍ଟାଣ୍—ଅନ୍ୟରୂପ)

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

ଘଣ୍ଟି ବାଜିବା ଶବ୍ଦ — Tinkling of bells.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ପ୍ରସବୋନ୍ନୁଖୀ; ଆସନ୍ନପ୍ରସବା — ୧. Ready to burst; fully pregnant; about to give birth.
୨. ଯେଉଁ ଧାନ ଗଛର କେଣ୍ଡା ପକାଇବା ଭଳି ଅବସ୍ଥା ହୋଇଥାଏ —୨. (paddy plant) Having the corn in the ear about to burst.

ଆଗେ ବୁଣ ପଛେ ବୁଣ ଗର୍ଭଣାକୁ ଟୁଣ୍ ଟୁଣ୍ ପ୍ରବଚନ