ଟୁବ୍ଟାବ୍
ଦେଖଣା
ଟୁବ୍ଟାବ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଟୁବ୍ଟାବ୍
|
ଟୁବ୍ ଟୁବ୍,ଟୁବୁ ଟୁବୁଅନ୍ୟରୂପ
ଦେଶଜ - ଅ. (ଧ୍ୱନ୍ୟନୁକରଣ)
[ସମ୍ପାଦନା]ଅନେକତ ଗୁଡ଼ିଏ କ୍ଷୁଦ୍ର ଜୀବ (ଯଥା—ମାଛ) ବା କ୍ଷୁଦ୍ର ଫଳର (ଜାମୁ କୋଳିର)— ଶବ୍ଦ —Slight sound made by small fishes etc. rising to the surface of water and then sinking into it.
[ଦ୍ରଷ୍ଟବ୍ୟ —ଏହା 'ଟବ୍ ଟବ୍' ଅପେକ୍ଷା ମୃଦୁତାର]