ଟୁର

ଉଇକିଅଭିଧାନ‌ରୁ

ଟୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

ଗସ୍ତ; ରାଜକାର୍ଯ୍ୟ ଉପଲକ୍ଷେ ଭ୍ରମଣ — Tour.



ଟୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ସ୍ତ୍ରୀଲୋକମାନଙ୍କର ଗୋଡ଼ରେ ପିନ୍ଧିବା ବଳୟ ବା ଅଳଙ୍କାରବିଶେଷ —A kind of anklet worn by females.