ଟୁଲା

ଉଇକିଅଭିଧାନ‌ରୁ

ଟୁଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ଛିଦ୍ର; କଣା — ୧. Hole
୨. (ତୁଳ. ବଙ୍ଗାଳୀ - ଟୋଲା ଓ ହିନ୍ଦୀ - ଟୋଲା) ପଡ଼ାଗାଁ; ଛୋଟ ଗାଁ; ପଡ଼ା —୨. A hamlet.
୩. କୌଣସି ଗ୍ରାମର ସାହି; ମହଳ୍ଲା; ବସ୍ତି — ୩. Part or quarter of a village.

ପ୍ରାଦେଶିକ - (ସମ୍ୱଲପୁର ଓ ବାଲେଶ୍ୱର)ବିଶେଷଣ -[ସମ୍ପାଦନା]

ଟୋଲକା (ଦେଖ) - Ṭolakā (See)