Jump to content

ଟେଲିଗ୍ରାଫ

ଉଇକିଅଭିଧାନ‌ରୁ

ଟେଲିଗ୍ରାଫ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ; ଟେଲିଗ୍ରାଫ; ଗ୍ରୀକ. ଟେଲି=ଦୁର+ ଗ୍ରାଫୋ=ଲେଖିବା)

[ସମ୍ପାଦନା]
୧. ବିଦ୍ୟୁତ୍ ସାହାଯ୍ୟରେ ତାରଦ୍ୱାରା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଲଖିତ ସଂବାଦ ପ୍ରେରଣ କରିବାର ପ୍ରକ୍ରିୟା — Telegraph
୨. ତାରଦ୍ୱାରା ଲିଖିତ ପ୍ରେରିତ ସଂବାଦ;ତାରା ଖବର — ୨. Telegraph; telegraphic message.

[ ଦ୍ର—ଇଂରାଜିରେ ଟେଲିଗ୍ରାଫର ଅର୍ଥ ବୈଦ୍ୟୁତିକ ଉପାୟରେ ତାରଦ୍ୱାରା ସଂବାଦ ପ୍ରେରଣ କ୍ରିୟା ଓ 'ଟେଲିଗ୍ରାମ'ର ଅର୍ଥ ତାରଦ୍ୱାରା ପ୍ରେରିତ ସଂବାଦର ଲିପି, ମାତ୍ର ଓଡ଼ିଆରେ ଏ ଦୁଇ ଶବ୍ଦର ବ୍ୟବହାରରେ ପ୍ରଭେଦ ରକ୍ଷା କରାଯାଏ ନାହିଁ ]