ଟେଳା ମୁଣ୍ଡେ

ଉଇକିଅଭିଧାନ‌ରୁ

ଟେଳା ମୁଣ୍ଡ଼େ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ଚାଷ ଜମିରେ ହଳ ବୁଲାହେବା ପୂର୍ବରୁ ଅର୍ଥାତ୍ ଫଗୁଣ ବା ଚୈତ୍ର ମାସରେ — Before a field is ploughed; before the annual ploughing season.

(ଯଥା—ଖାତକ ଦଖଲ ବନ୍ଧକଦ୍ୱାରା କରଜ ନେଇ ଥିବା ଋଣ ଟଙ୍କା ଯେଉଁ ବର୍ଷ ଟେଳା ମୁଣ୍ଡ଼େ ମୂଳେ ମହାଜନକୁ ସୁଝିବ ମହାଜନ ସଙ୍ଗେ ସଙ୍ଗେ ବନ୍ଧକୀ ଜମୀର ଦଖଲ ଖାତକକୁ ଛାଡ଼ିଦେବ ବୋଲି ତମସକରେ ଶରତ୍ ଲେଖା ଥାଏ)