Jump to content

ଟୋକଣା

ଉଇକିଅଭିଧାନ‌ରୁ

ଟୋକଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଡ଼ ପିତଳ ହଣ୍ଡ଼ା — Big brass cooking pot or jar.

[ ଦ୍ର—ଛୋଟ ପିତଳ ହାଣ୍ଡ଼ିକୁ ଟୁକୁଣା ବୋଲାଯାଏ ]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଢାଳ; ପିତଳନିର୍ମିତ ଜଳ ପାତ୍ର —Metal water-pot.