ଟୋଲା

ଉଇକିଅଭିଧାନ‌ରୁ

ଟୋଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ -[ସମ୍ପାଦନା]

୧. (ପୁରୀ) ପୁରୀ ଜିଲ୍ଲା ରାହାଙ୍ଗର ପ୍ରଥମ ଅଧିବାସୀ ବୈଦିକ ବ୍ରାହ୍ମଣମାନଙ୍କ ବଂଶର ପୂର୍ବ ମର୍ଯ୍ୟାଦାସୂଚକ ଉପାଧିବିଶେଷ —A distinguishing title of some Brahman families of Puri district.

(ଯଥା—ଟୋଲା ମିଶ୍ରେ)

୨. (ସମ୍ୱଲପୁର) (ତୁଳ. ବଙ୍ଗାଳୀ - ଓ ହିନ୍ଦୀ - ଏହି ଅର୍ଥରେ ଏହି ଶବ୍ଦ)—ଟୁଲା (ଦେଖ) - ୨. Ṭulā (See)

ଦେଶଜ - ବିଶେଷଣ -[ସମ୍ପାଦନା]

ଟୋଲିକା (୧): (ଦେଖ) - Ṭolakā (୧) (See)