ଟୋଲାଇବା
ଦେଖଣା
ଟୋଲାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସକର୍ମକ) କୌଣସି ପାତ୍ରକୁ ଟୋଲା କରିବା —୧. To dent a pot.
- ୨. (ଅକର୍ମକ) (କୌଣସି ପାତ୍ର) ଟୋଲା ହୋଇଯିବା; ଟୋଲେଇ ଯିବା —୨. (a pot) To become dented.
ଅନୁବାଦ
[ସମ୍ପାଦନା]- ୩. (ବଥ) ପାଚି ପୂଯ ପୂର୍ଣ୍ଣ ହୋଇ ଫୁଲିବା — ୩. (a boil) TO be ripe and suppurated.