ଠଅ

ଉଇକିଅଭିଧାନ‌ରୁ

ଠଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଶୂନ୍ୟାକାର; ପୂର୍ଣ୍ଣବୃତ୍ତାକୃତି — Zero-like; circular.

ଠଅ ହୋଇଣ ମଣ୍ଡଳ ଗୋଟିଏ ପ୍ରାଚୀ. ପରଚେ ଗୀତା

ବିଶେଷ୍ୟ -[ସମ୍ପାଦନା]

ଶୂନ୍ୟସଂଖ୍ୟା —Zero.