ଠଉଁ

ଉଇକିଅଭିଧାନ‌ରୁ

ଠଉଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ପଞ୍ଚମୀ ବିଭକ୍ତିସୂଚକ ପ୍ରତ୍ୟୟବିଶେଷ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)[ସମ୍ପାଦନା]

୧. ରୁ; ଠାରୁ — ୧. From.

(ଯଥା—କଟକ ଠଉଁ ପୁରୀ ୫୪: ମାଇଲ)

୨. ଅପେକ୍ଷା —୨. Than

(ଯଥା—ସେ ମୋ ଠଉଁ ୫ବର୍ଷ ବଡ଼)