ଠଉରେଇବା

ଉଇକିଅଭିଧାନ‌ରୁ

ଠଉରେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଥିର)[ସମ୍ପାଦନା]

୧. ଅନୁସନ୍ଧାନ ପୂର୍ବକ ସ୍ଥିର କରିବା —୧. To ascertain after enquiry or search.

ଠକରାଇ ଅବସର କଲେ ତୁ ପ୍ରସଙ୍ଗ ମୋର କବିସୂର୍ଯ୍ୟ. କିଶୋରୀଚମ୍ପୁ ଠ. ଗୀତ

୨. ଅନୁମାନ କରିବା — ୨. To guess; to infer; to conjecture.

ଠଣା କରି ପ୍ରେମପଥ କଲବଣା ଠଉରାଇଲି ଯା ନାହିଁ ଗୋଲେକ. ଅନ୍ଦୁରେଖା

୩. ଉଣ୍ଡିବା; ଖୋଜିବା; ଅନ୍ଧାରରେ ଉଣ୍ଡାଳିବା — ୩. To seek; to search; to feelin the dark.
୪. କଳ୍ପନାଦ୍ୱାରା ସ୍ଥିର କରିବା ବା ଭାବିବା — ୪. To imagine.

ଠଉରାଇବ ତୋ ବିଭ୍ରମ ରାଶି କବିସୂର୍ଯ୍ୟ. କବିତାକଲ୍ଲୋଳ

୫. ଇନ୍ଦ୍ରିୟ ଗୋଚରକୁ ଆଣିବା; ଇନ୍ଦ୍ରିୟଦ୍ୱାରା ଅନୁଭବ କରିବା —୫. To perceive; to feel; to find.