ଠକା

ଉଇକିଅଭିଧାନ‌ରୁ

ଠକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଗ୍ ଧାତୁ)[ସମ୍ପାଦନା]

ଠକେଇ; ଠକିବା କର୍ମ — Cheating; deception.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -[ସମ୍ପାଦନା]

୧. ଠିକ୍ — ୧. Correct; right.
୨. ଅସଲ; ଖାଣ୍ଟି —୨. Genine; original.

କ୍ରି.ବିଶେଷଣ -[ସମ୍ପାଦନା]

ଠିକ୍ରୂପେ; ଆଚ୍ଛା —Well; currently.

(ଯଥା—ତୁ ଠକା କହିଲୁ=ତୁ ଠିକ୍ କହିଲୁ)