ଠକାଇବା

ଉଇକିଅଭିଧାନ‌ରୁ

ଠକାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସ୍ଥଗ୍ ଧାତୁ=ଗୋପନ)[ସମ୍ପାଦନା]

୧. ପ୍ରତାରଣା କରିବା; ଭଣ୍ଡିବା — ୧. To cheat; to swindle; to deceive; to delude; to practise deception.
୨. କୌଣସି କାର୍ଯ୍ୟକୁ ଉପରଠାଉରିଆ କରି ସମ୍ପନ୍ନ କରିବା —୨. TO finish a work any how.
୩. (କୋଲପ ବା ତାଲାକୁ) ବନ୍ଦ ନ କରି ବନ୍ଦ ହେବାଭଳି ଅଟକାଇ ରଖିଦେବା —୩. To leave a padlock unlocked but a position appearing to an onlookers as if it were locked.
୪. (କୌଣସି ବ୍ୟକ୍ତିକୁ) କୌଣସି ସ୍ଥାନରେ ବା ଚାକିରିରେ ଅସ୍ଥାୟୀଭାବରେ (ଅର୍ଥାତ୍ ଆପାତତଃ କିଛିଦିନ ପାଇଁ) ରଖାଇବା —୪. TO place man temporarily in a post for the present.