Jump to content

ଠକାର କଳି

ଉଇକିଅଭିଧାନ‌ରୁ

ଠକାର କଳି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲୋକେ ଦେଖିବାକୁ ବାହାରେ କଳି କିନ୍ତୁ ଭିତରେ ସୌହାର୍ଦ୍ୟ —Quarrel for outward show.

ଶାଶୁ ବୋହୁଙ୍କର ଠକାର ବଳି ଚକୁଳି ଖାଆନ୍ତି କବାଟ କିଳି ଢ଼ଗ