ଠକିବା

ଉଇକିଅଭିଧାନ‌ରୁ

ଠକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ଥଗ; ଷ୍ଟଗ୍ ଧାତୁ=ଗୋପନେ)[ସମ୍ପାଦନା]

୧. ପ୍ରତାରିତ ହେବା — ୧. To be deceived.
୨. ପ୍ରତାରଣା କରିବା —୨. To cheat; to deceived.
୩. ଭଣ୍ଡାଇବା; ଭଣ୍ଡିବା —To simulate.

ଠଣସୁନ୍ଦର ମୁଖ ଦେଖାଇ ଠକି ଲୁଚିଗଲେ କାହିଁ ପାଇଁ ଗୋଲକ. ଇନ୍ଦୁରେଖା

୪. ଛଳନା କ୍ରମେ କାଳକ୍ଷେପ କରିବା — ୪. To put off various excuses.