Jump to content

ଠକ୍ଠକିଆ

ଉଇକିଅଭିଧାନ‌ରୁ

ଠକ୍ଠକିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ମାଟି ଶୁଖି ଯାଇଥିବାରୁ ହଳ ବୁଲାହେବା ସମୟରେ ତହିଁ ମଧ୍ୟକୁ ଲଙ୍ଗଳ ଲୁହା ପ୍ରବେଶ ନ କରି ଉପରେ ଉପରେ ଡ଼େଇଁ ଡ଼େଇଁ (ଠକଠକ ହୋଇ) ଚାଲିଯାଏ; ଅତ୍ୟନ୍ତଶୁଷ୍କ ଓ ଟାଣୁଆ ଭୂମି — Dry (land).