Jump to content

ଠକ୍ଠାକ୍

ଉଇକିଅଭିଧାନ‌ରୁ

ଠକ୍ଠାକ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ

[ସମ୍ପାଦନା]
୧. ତତ୍କ୍ଷଣାତ; ହଠାତ୍; — ୧. At once; in no time.

(ଯଥା—ମୋତେ ମୋର ପ୍ରାପ୍ୟ ଦେବାର ହେଲେ ଠକ୍ଠାକ୍ ଦେଇଦିଅ)

୨. ନଗଦ; ରୋକ୍ ସୋକ୍ —୨. In cash.