ଠଣା

ଉଇକିଅଭିଧାନ‌ରୁ

ଠଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ; ତୁଳ. ପ୍ରା. ଠାଣ)[ସମ୍ପାଦନା]

୧. କାନ୍ଥକୁରା —୧. Niche.

ଠଣାରେ ମୁଠି ରଖି ଦେଇଥିଲା ଫକାରମୋହନ. ଛମାଣଆଠଗୁଣ୍ଠ

୨. ନିର୍ଦ୍ଦିଷ୍ଟ ସ୍ଥାନ — ୨. Seat; appropriate place.

ଅନୁବାଦ[ସମ୍ପାଦନା]

୩. ବକ୍ରାଙ୍ଗୁଳିର ଗଣ୍ଠିଦ୍ୱାରା ମସ୍ତକର ଖପୁରିରେ ଆଘାତ — ୩. A blow on the skull with the knuckles.

ଠଣା ଠୁଙ୍କି ତାପତ୍ରାସ, ମୁଣ୍ଡେ ମନମଥ ପାଶ ବନ୍ଧନକର ତୁ ମୋତେ ଚିତ୍ତରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଠ ଗୀତ

ଅନୁବାଦ[ସମ୍ପାଦନା]

୩. ଠାବ; ସ୍ଥାନ; ଅବସ୍ଥିତ; ବାସସ୍ଥଳ — ୩. Residence; habitat.
୬. ଶିବିର; ଛାଉଣି —୬. Encampment (Beams).
୭. ପହରା; ଜଗିବା —୭. Watching; guarding.

ରାମ ଆଜ୍ଞା ପାଇଣ କପି ରାଜନ, କପି ପେଶି ଠାବେ ଠାବେ ଠଣା ଦେଲେ ବିଶ୍ୱନାଥ. ବିଚିତ୍ରରାମାୟଣ