Jump to content

ଠଣା ମାରିବା

ଉଇକିଅଭିଧାନ‌ରୁ

ଠଣା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଠଣା ଠୁକିବା; ଟାକର ମାରିବା; ଆଙ୍ଗୁଠିକୁ ମୁଠା କିର ଆଙ୍ଗୁଠିର ଗୋବାଦ୍ୱାର କୌଣସି ବ୍ୟକ୍ତିକୁ ଆଘାତ କରିବା
୨. କାନ୍ଥରେ ଥିବା ଠଣାକୁ ବୁଜି ଦେବା