ଠବର୍ତ୍ତଳ

ଉଇକିଅଭିଧାନ‌ରୁ

ଠବର୍ତ୍ତଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଠ ପରି ଗୋଲାକାର; ସମ୍ପୂର୍ଣ୍ଣ ଗୋଲ — Completely circular; all round.

ଠିକ ଠବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ କବିସୂର୍ଯ୍ୟ. କିଶୋରୀଚମ୍ପୁ ଠ ଗୀତ