ଠମକ

ଉଇକିଅଭିଧାନ‌ରୁ

ଠମକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସ୍ତନଭ୍ ଧାତୁ; ସଂସ୍କୃତ - ଧାମ)[ସମ୍ପାଦନା]

୧. ହାବଭାବ ସହିତ ଗତିଭଙ୍ଗି; ଛଇ — ୧. Coquetry.
୨. ନୃତ୍ୟଭଙ୍ଗିରେ ଚାଲିବା — ୨. Affected gait.
୩. ଆଡ଼ମ୍ୱର —୩. parade; pomp; show.