ଠରାଠରି
ଦେଖଣା
ଠରାଠରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଠରାଠରି
|
(ଠରାଠୁରି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପରସ୍ପର ସଙ୍କେତଦ୍ୱାରା ମନୋଗତ ଭାବର ଆଦାନପ୍ରଦାନ; ଠାରଠୁର — Mutual exchange of significant glances and signs; reciprocal nodding and gestures.
ଆମ୍ୱଙ୍କୁନ କହିଣ ଠରାଠରି ହୋଇଣ ଅଗମ୍ୟ ବନରେ ପଶିଳେ ଗୋ ବିଶ୍ୱନାଥ. ବିଚିତ୍ର ରାମାୟଣ
ବିଶେଷଣ -
[ସମ୍ପାଦନା]ପରସ୍ପର ମଧ୍ୟରେ ଠାରଦ୍ୱାରା ମନୋଗତଭାବ ପ୍ରକାଶ କରୁଥିବା (ବ୍ୟକ୍ତିଗଣ) — Ecxchanging thoughts with each other by glances and signs.