ଠସ
ଦେଖଣା
ଠସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାସକ=ଜଳବୁଦ୍ଦୁଦ)
[ସମ୍ପାଦନା]- ୧. (ବଣିଆ ଶବ୍ଦ) ଲୁହା କିମ୍ୱା କଂସାର ଏକପ୍ରକାର ଛାଞ୍ଚ — ୧. A die; a mould.
[ଦ୍ରଷ୍ଟବ୍ୟ —ଏହା ଉପରେ ସୁନା ବା ରୂପାର ପାତିଆ ରଖି ପିଟିଲେ ଛାଞ୍ଚର ଆକାର ଅନୁରୂପ ପାତିଆର ଆକାର ହୋଇଥାଏ]
- ୨. ଠସକ (ଦେଖ) - —୨. Ṭhasaka (See)