ଠାଆ ବଢ଼ିବା

ଉଇକିଅଭିଧାନ‌ରୁ

ଠାଆ ବଢ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ରାଜାମାନଙ୍କ ପ୍ରତି ପ୍ରଯୁଜ୍ୟ)[ସମ୍ପାଦନା]

ଭୋଜନରସମାପ୍ତି —Finish of one's meal.

(ଯଥା—ନିତି ୧୧: ଟା ବେଳେ ଛାମୁଙ୍କ ଠାଆ ବଢ଼େ)