ଠାଇଠାଇ

ଉଇକିଅଭିଧାନ‌ରୁ

ଠାଇଠାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ବହୁବାର)[ସମ୍ପାଦନା]

୧. ଗାଲରେ ଜୋର୍ରେ ଉପର୍ଯ୍ୟୁପରି ଚାପୁଡ଼ା ମାରିବା ପ୍ରକାରେ — ୧. (to deal slaps) With repeatated clapping sounds.

(ଯଥା—ସେ ମତେ ଠାଇଠାଇ ପୁଞ୍ଜାଏ ଚାପୁଡ଼ା ମାଇଲା)

୨. ଶୀତରେ ଦେହ ବିଶେଷ କମ୍ପିବା ପ୍ରକାରେ — ୨. With a shiver (through cold).