Jump to content

ଠାଇ କରି

ଉଇକିଅଭିଧାନ‌ରୁ

ଠାଇ କରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ଠାଇକିନା, ଠାଇକିନି, ଠାଇଦସ୍—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଠୋ କରି; ସଶଦ୍ଦ ଓ ଜୋର୍ କରି (ଚକକଣା ମାରିବା ବା ଆଘାତ କରିବା) — Producing a clapping sound.

(ଯଥା—ସେ ମୋତେ ଠାଇ କରି ଗୋଟିଏ ଚଟକଣା ମାଇଲା)