ଠାଏ

ଉଇକିଅଭିଧାନ‌ରୁ

ଠାଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

୧. (ଅମୁକ) ସ୍ଥାନରେ — ୧. At (a place); in.

ଏଣୁ ପରମ ପ୍ରାୟେ, ଉଦାସୀ ମତେ ସର୍ବଠାଏ— ଜଗନ୍ନାଥ. ଭାଗବତ

୨. ଏକ ସ୍ଥାନରେ — ୨. At one place, at a certain place.

ଏକଠା ହୋଇଣ ବସିଲେ ଠାଏ ଆସି—କୃଷ୍ଣସିଂହ, ମହାଭାରତ, ବନ

୩. (ଅମୃକ) ସ୍ଥାନକୁ —୩. To (a place).

କେଶିଧ୍ୱଜରଠାରୁ ଭୟେ, ପଳାଇ ଗଲା ଥାନ ଠାଏ— ଜଗନ୍ନାଥ. ଭାଗବତ

୪. (୭ମୀ ବିଭକ୍ତି ପ୍ରତ୍ୟୟ)ଠାରେ — ୪. (a suffix donoting) In; at.



ଠାଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

ଠାଏ (ଦେଖ) - Ṭhāe (See)