ଠାଏଁ ଠାଏଁ

ଉଇକିଅଭିଧାନ‌ରୁ

ଠାଏଁ ଠାଏଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଠାଏଁ ଠାଏଁକେ—ଅନ୍ୟରୂପ)

  • (file)
  • (file)

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ସ୍ଥାନେ ସ୍ଥନେ; ଭିନ୍ନ ଭିନ୍ନ ସ୍ଥାନରେ —At different places.

ଗୁହାରି ଶୁଣନ୍ତି ଯେ ଠାଏ, ପଛ ଚରଣ ଆଗ ନୋହେ— ଭୂପତି. ପ୍ରେମପଞ୍ଚାମୃତ

୨. କେତେକ ସ୍ଥାନରେ —୨. At some places.
୩. ଅନେକ ସ୍ଥାନରେ — ୩. At many places.