ଠାକରା ବସେଇବା

ଉଇକିଅଭିଧାନ‌ରୁ

ଠାକରା ବସେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଠାକରା ବସିବା—ବି)

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଯେଉଁଠାରେ ଚୂଲି ନ ଥାଏ ସେହିଠାରେ ହାଣ୍ଡି ରଖିବା ନିମନ୍ତେ ୩ଖଣ୍ଡ ଟେଳା ରଖି ଦେଇ ତା ଉପରେ ହାଣ୍ଡି ବସାଇ ରୋଷେଇ କରିବା —୧. To cook on three clods of earth or stone.
୨. ଖାଦ୍ୟାଦି ରାନ୍ଧିବା —୨. To cook one's food.