Jump to content

ଠାକିବା

ଉଇକିଅଭିଧାନ‌ରୁ

ଠାକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସ୍ଥା ଧାତୁ; ତୁଳ. ଇଂରାଜୀ - ସିକ୍, ଷ୍ଟେ)

[ସମ୍ପାଦନା]
୧. ସ୍ଥିର ହେବା —୧. To be satationary; to have a firm footing.

(ଯଥା—ଶିଉଳିରେ ମୋ ଗୋଡ଼ ଠାକୁ ନାହିଁ)

୨. ବଞ୍ଚିବା; ଜୀବନରେ ରହିବା — ୨. To live; to be alive.

(ଯଥା—ଏ ବର୍ଷ ଏପରି ଶୀତ ହେଲେ ବୁଢ଼ାର ଠାକିବା କଷ୍ଟ)

୩. ଥାକିବା; ଅବସ୍ଥାନ କରିବା —୩. To stay.
୪. କୌଣସି ସ୍ଥାନରେ ସ୍ଥିରଭାବରେ କିଛିଦିନ ରହିବା — ୪. To stick to a place.