ଠାକୁର
ଦେଖଣା
ଠାକୁର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଠାକୁରାଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଠକ୍କୁର)
[ସମ୍ପାଦନା]- ୧. ଦେବ; ମହାପ୍ରଭୂ — ୧. Deity; God; the Lord.
ଠାକୁର ଠାକୁରାଣୀ ପଦାମ୍ୱୁଜ ଧ୍ୟାନରଙ୍କ କବିସୂର୍ଯ୍ୟ, କିଶୋରୀଚମ୍ପୂ ଠ ଗୀତ
- ୨. ଦେବ ପ୍ରତିମା —୨. Idol; image of a Deity.
- ୩. ପ୍ରଭୂ; ଖାମିଦ —୩. Lord; master.
- ୪. ଶ୍ରେଷ୍ଠ ବା ମାନବୀୟ ବ୍ୟକ୍ତି — ୪. Respected person; His Holiness.
(ଯଥା—ଠାକୁର ରାଜା)
- ୫. ଗୁରୁ ବ୍ୟକ୍ତି —୫. One's elder.
ଭୀମସେଜ ଠାକୁରଙ୍କ ଅଟେ ଏ ଆଦେଶ ରାଧାନାଥ. ବେଣୀସଂହାର
- ୬. ବ୍ରାହ୍ମଣଙ୍କୁ ସଂବୋଧନ — ୬. An address used to Brāhmaṇa.
- ୭. ବଙ୍ଗୀୟ ବ୍ରହ୍ମଣମାନଙ୍କ ବଂଶୋପାଧିବିଶେଷ — ୭. A family-title of Brāhmaṇas in Bengal.
- ୮. କ୍ଷତ୍ରିୟମାନଙ୍କ ବଂଶୋପାଧିବିଶେଷ — ୮. A family-title amongst Kshatriyas.
- ୯. ଭାରତର ପଶ୍ଚିମାଞ୍ଚଳରେ ଭଣ୍ଡାରୀମାନଙ୍କ ବଂଶୋପାଧି— ବିଶେଷ —୯. A family-title of barbers in N.W. India.
- ୧. ଗୁରୁଦେବ —୧୦. Spiritual preceptor.
ପ୍ରାଦେଶିକ - (ସଂହଭୂମି) ବିଶେଷ୍ୟ -
[ସମ୍ପାଦନା]ରାଜାମାନଙ୍କ ବଂଶୋପାଧି — Family-title of Rajas in Singhbhum.