ଠାକୁରାଣୀ

ଉଇକିଅଭିଧାନ‌ରୁ

ଠାକୁରାଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ଠାକୁରର ସ୍ତ୍ରୀଲିଙ୍ଗ)[ସମ୍ପାଦନା]

୧. ଦେବୀ —୧. Goddess.

ଠାକୁର ଠାକୁରାଣୀଙ୍କ ପଦାମ୍ୱୁକ ଧ୍ୟାନରଙ୍କ କବିସୂର୍ଯ୍ୟ. କିଶୋରୀଚମ୍ପୂ ଠ ଗୀତ

୨. ରାଣୀ —୨. Queen.

କାନ୍ତାର ବିମନ ଜାଣି ପଚାରନ୍ତି ଠାକୁରାଣୀ ଦିଶୁଛଚତ ଶ୍ରୀମୁଖ ବିରସ ବିଶ୍ୱନାଥ, ବିଚିତ୍ରରାମାୟଣ

୩. ସ୍ୱାମିନୀ; ପ୍ରଭୂ ପତ୍ନୀ; ପ୍ରଭୂଙ୍କ ସ୍ତ୍ରୀ — ୩. Lady; misterss.
୪. ଗୃହିଣୀ; ଗୃହକର୍ତ୍ତ୍ରୀ —୪. Mistress of the house.
୫. ଗୁରୁପତ୍ନୀ —୫. Spirtual preceptor's wife.
୬. ମହାଲକ୍ଷ୍ମୀ —୬. The Goddess of fortune.

ବୋଲି ଠାକୁରାଣୀ ରକ୍ଷ ଛଳ ଭଣି ଅଯୋଧ୍ୟାବର ଯେ ଭଞ୍ଜ. ବୈଦେହୀଶବିଳାସ

୭. ଦୁର୍ଗା; ପାର୍ବତୀ —୭. Goddess Durgā.
୮. ବସୁମାତା; ବସୁଧା ଦେବୀ — ୮. The Goddess of earth; earth personified.
୯. ଗ୍ରାମ ଦେବତା —୯. Village Goddess.
୧. ଶୀତଳାଦେବୀ; ବସନ୍ତ ରୋଗ — ୧୦. Small pox; the Goddess of small pox.
୧୧. ଗୋବସନ୍ତ — ୧୧. Cattle-pox.
୧୨. କେନ୍ଦୁଝର ରାଜ୍ୟର ପର୍ବତବିଶେଷ —୧୧. Name of a mountain in Keonjhar State.

[ ଦ୍ର—ଏହାର ଉଚ୍ଚତା ୩୩: ଫୁଟ ]