ଠାକୁରାଣୀ ଯାତ୍ରା
ଦେଖଣା
ଠାକୁରାଣୀ ଯାତ୍ରା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ଚି
[ସମ୍ପାଦନା]ଫାଲ୍ଗୁନ ଶୂକ୍ଳ ଦ୍ୱିତୀୟାଠାରୁ ଚୌତ୍ରମାସ ଶେଷପର୍ଯ୍ୟନ୍ତ କରାଯିବା ଉତ୍ସବ — A festival begun on the ୨nd day of the bright fortnight of Fāl-guna.
[ ଦ୍ର—ଏହାଉପଲକ୍ଷର ଗୋଟିଏ ଶୁଭସ୍ତମ୍ଭ ପୋତାଯାଏ ବିଶେଷତଃ ଚୌତ୍ର ମାସର ସବୁ ମଙ୍ଗଳବାରରେ ତାରା ତାରିଣୀ ଆଦି ଦେବୀଙ୍କ ନିକଟରେ ପଜା ଓ ପଶୁ ପକ୍ଷୀ ଆଦି ବଳି ଦିଆଯାଏ]