ଠାକୁର ଦେବତା

ଉଇକିଅଭିଧାନ‌ରୁ

ଠାକୁର ଦେବତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏକାର୍ଥବୋଧ ସହଚର ଶବ୍ଦ; ସଂସ୍କୃତ - ଠାକ୍କୁର+ଦେବତା)[ସମ୍ପାଦନା]

ଦେବାଦେବୀ; ଦିଅଁ ଦେବତା — Deities (in general).

(ଯଥା—ପିଲାଏ ଏବେ ଅଙ୍ଗ୍ରେଜୀ ପାଠ ପଢ଼ି ଆଉ ଆମ ଠାକୁର ଦେବତାଙ୍କୁ ମାନିଲେ ନାହିଁ)