ଠାଣି
ଦେଖଣା
ଠାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ)
[ସମ୍ପାଦନା]- ୧. ଅଙ୍ଗଭଙ୍ଗୀ — ୧. Pose of the body.
ଲେଖାରେ ହେଲେତ ଲେଖାମାନଙ୍କରେ ଲେଖାରେ ନୋହି ସେ ଠାଣି କବିସୂର୍ଯ୍ୟ. ସଙ୍ଗୀତ
- ୨. ଆକୃତି —୨. Figure; from.
ମର୍ତ୍ତ୍ୟେ କି ସମ୍ଭବେ କେବେ ସେ ଅଦ୍ଭୂତ ଲାବଣ୍ୟ ଠାଣି ରାଧାନାଥ, ନନ୍ଦୀକେଶ୍ୱରୀ
- ୩. କଥାର ଭଙ୍ଗୀ —୩. Mode of speech.
- ୪. ରୀତି; ଢଙ୍ଗ; ବଙ୍ଗୀ —୪. Mode; manner.
ତରଣୀ ତୋ ବାଣୀ ମୃଦୁ ମୃଦୁ ଠାଣି ଶୁଣିଥିବ ପୁଣି ଯାହା କାନ କବିସୂର୍ଯ୍ୟ. ସଙ୍ଗୀତ
- ୫. ସ୍ଥିରତା; ଧୈର୍ଯ୍ୟ —୫. Patience.
ମାର ରଖିଛି ଶର ଶାଣି, ତାର ତ ଚରିତ ଅଛୁ ପରା ଜାଣି, ସାରକୁ ଘେନିଯିବ ଛାଣି କାର ସେ ରଖେ ଠାଣି କବିସୂର୍ଯ୍ୟ. ସଙ୍ଗୀତ