ଠାଣେଦାର
ଦେଖଣା
ଠାଣେଦାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ହିନ୍ଦୀ - ଥାନେଦାର୍ରୁ ଅନୁକୃତ)
[ସମ୍ପାଦନା]- ୧. ଥାନାଦାର୍; ଥାନାର ଭାରପ୍ରାପ୍ତ ଅଫିସର — ୧. The officer in charge a police- station.
- ୨. (ଲକ୍ଷଣାର୍ଥ) ପରାକ୍ରମଶାଳୀ ବ୍ୟକ୍ତି — ୨. (figurative) A mighty or powerful person.
ଦେଶଜ - ବିଶେଷଣ -
[ସମ୍ପାଦନା]ପରାକ୍ରମଶାଳୀ —Mighty; powerful.
ଠାଣେଦାର ରଣରଣ ଠୋ କରି ନେବ ପ୍ରାଣ କବିସୂର୍ଯ୍ୟ. ସଙ୍ଗୀତ