ଠାପୁଆ

ଉଇକିଅଭିଧାନ‌ରୁ

ଠାପୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଠାପେଈ; ଠାପୋଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସ୍ଥା. ଧାତୁ, ଣିଚ; ସ୍ଥାପି ଧାତୁ)[ସମ୍ପାଦନା]

୧. ମଠୁଆ —୧. Dilatory; slow; sluggish.
୨. କର୍ମକୋଢି; ଅଳସୁଆ; ଶ୍ରମବିମୁଖ — ୨. Idle; lazy.

କେହି ବା ଠାପୁଆ ପଣେ ଧର୍ମଧ୍ୱଜ ଧରି ପରଠାରୁ ସଦା ଅର୍ଥଶୋଷଣ ପ୍ରୟାସି ରାଧାନାଥ. ମହାଯାତ୍ରା

୩. ଯେଉଁ ଲୋକ ବାହାନା କରି କାର୍ଯ୍ୟରୁ ବା ପରିଶ୍ରମରୁ ଅବ୍ୟାହତି ପାଇବାକୁ ଚେଷ୍ଟାକରେ; ଛଟାଗଳା — ୩. One who puts of work on various lame excuses (e.g. feignning inability or disease).