ଠାବକୁ

ଉଇକିଅଭିଧାନ‌ରୁ

ଠାବକୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - (ପଦ୍ୟ) କ୍ରି. ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ)[ସମ୍ପାଦନା]

ଠାକୁ; ନିକଟକୁ; ପାଖକୁ —To; near.

(ଯଥା—ନାରଦ ଗଲେ ବ୍ରହ୍ମାଙ୍କ ଠାବକୁ)