Jump to content

ଠାବରେ

ଉଇକିଅଭିଧାନ‌ରୁ

ଠାବରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - (ପଦ୍ୟ) ଅ

[ସମ୍ପାଦନା]
୧. ନିକଟରେ; ପାଖରେ — ୧. Near.
୨.ଠାରେ —୨. At; in; with.

ଭୀମ ଯାହା ଠାବରେ କରି ଥାଏ କ୍ରୋଧ କୃଷ୍ଣସିଂହ, ମହାଭାରତ, ଉଦୋଗ