ଠାବ କରିବା
ଦେଖଣା
ଠାବ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଠାବ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆନୁସନ୍ଧାନଦ୍ୱାରା କୌଣସି ଅଜ୍ଞାତ ବିଷୟ ବା ସଂବାଦ ସ୍ଥିର କରି ବୁଝିବା; ଠିକଣା କରିବା — ୧. To find out the clue to something after inquary; : to ascertain an unknown matter.
ବୁଲି ଋଷ୍ୟମୁକେ ଖୋଜି ନ ପାଇ ବିବରକେ ସେ ଠାବ କଲେ ଯଇଁ ଭଞ୍ଜ. ବୈଦେହିଶବିଳାସ
- ୨. କୌଣସି ବ୍ୟକ୍ତିର ପତ୍ତା ବା ଠିକଣା ଅନୁସନ୍ଧାନଦ୍ୱାରା ଜାଣିବା —୨. To ascertain the address or whereabouts of a person.
(ଯଥା—ହନୁମାନ ସୀତାଙ୍କୁ ଠାବ କରିବାକୁ ଲଙ୍କାକୁ ଗଲେ)
- ୩. ରହିବା; ଅବସ୍ଥାନ କରିବା —୩. To stay.
ମନେ କଲି ଚନ୍ଦଙ୍କୁ ଘେନି ସୂର୍ଯ୍ୟଦେବ ଏ ମେଘର ମଧ୍ୟ କି କରିଛନ୍ତି ଠାବ କୃଷ୍ଣସିଂହ. ମହାଭାରତ. ଅନୁଶାସନ