Jump to content

ଠାବ ଦେବା

ଉଇକିଅଭିଧାନ‌ରୁ

ଠାବ ଦେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଆଶ୍ରୟ ବା ସ୍ଥାନ ଦେବା — To give shalter.

(ଯଥା—ମୋ ବଥଟା ଏପରି ବିନ୍ଧୁଛି ଯେ ମତେ ପୃଥିବୀ ଠାବ ଦେଉ ନାହିଁ)