Jump to content

ଠାରିବା

ଉଇକିଅଭିଧାନ‌ରୁ

ଠାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ତୃ ଧାତୁ=ଆଚ୍ଛାଦନ)

[ସମ୍ପାଦନା]
୧. ନେତ୍ର, ବକ୍ର ଓ ହସ୍ତାଦିର ଭଙ୍ଗିଦ୍ୱାରା ସଙ୍କେତ ବା ଇଙ୍ଗିତ କରିବା — ୧. To convey one's meaning to another by signs, winks, or gestures; to signal.

ଠାରି ଦେଲେ ନେତ୍ରାଞ୍ଚଳେ କବିସୁର୍ଯ୍ୟ. କିଶୋରାଚମ୍ପୁ ଠ. ଗୀତ

୨. କୌଣସି ବିଷୟରେ ସଂକ୍ଷିପ୍ତ ସ୍ମାରକ—ଲେଖ କାଗଜ ଆଦିରେ ଟିପି ରଖିବା (ଏହା ବ୍ୟକ୍ତିର ଦୁର୍ବୋଧ୍ୟ) — ୨. To jot down short notes in shorthand.