ଠି

ଉଇକିଅଭିଧାନ‌ରୁ

ଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ୭ମୀ ବିଭକ୍ତିର ଚିହ୍ନ)[ସମ୍ପାଦନା]

ଠାରେ, ଠାଇଁ, ଠେଇଁ —In; at.

(ଯଥା—ସେଠି ବସିଲେ ଖାଇବାକୁ ମିଳିବ ନାହିଁ)

ପ୍ରାଦେଶିକ - (ମେଦିନୀପୁର) (କ୍ରିୟା ପ୍ରତ୍ୟୟ)[ସମ୍ପାଦନା]

(ମୁଁ) ଛି; ଅଛି— [ଯଥା—ଖାଉଠି=ମୁଁ ଖାଉଛି]

ପ୍ରାଦେଶିକ - (ଜାଶପୁର) ପ୍ରତ୍ୟୟ[ସମ୍ପାଦନା]

କୁ —To

(ଯଥା—ତାଠି=ତାକୁ)

(ଠି, ଠାଇଁ, ଠେଇଁ—ଅନ୍ୟରୂପ)