ଠିଅ ମାରିବା
ଦେଖଣା
ଠିଅ ମାରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅନ୍ଧାର ରାତିରେ ବା ଅଜ୍ଞାତଗଭୀରତା ଜଳରେ ବା ଖସଡ଼ା ବାଟରେ ଚାଲିବା ନିମନ୍ତେ ଯଷ୍ଟିକୁ ଅବଲମ୍ୱନ କରିବା —To feel one's way with the help of a stick while walking in the dark or wading in water of unknown depth or in a slippery place.
- ୨. ଯଷ୍ଟି ଆଦିର ମୂଳଦ୍ୱାରା ଆଘାତ କରିବା; ଡ଼ିହ ମାରିବା —୨. To give a push with the butt-end of a stick; to ram.