ଠିଆ

ଉଇକିଅଭିଧାନ‌ରୁ

ଠିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଖଡ଼=ତୃଣାଦିର ନାଡ଼ ବା ସ୍ଥା ଧାତୁରୁ ଷ୍ଠା; ସଂସ୍କୃତ - ସ୍ଥିତ; ପ୍ରା. ଠିଆ; ସଂସ୍କୃତ - ସ୍ଥାତା[ସମ୍ପାଦନା]

୧. ଦଣ୍ଡାୟମାନ ହେବା; ଉଭା ହେବା — ୧. Standing up;


୨. ଉଚ୍ଚତା; ଡ଼େଙ୍ଗ —୨. Height; stature.

(ଯଥା—ସେଠିଆରେ ୫ ହାତ)

୩. ଭୂପୃଷ୍ଠରେ ସମକୋଣଭାବରେ ଅବସ୍ଥିତି — ୩. Upṛight position; perpendicular position.

ବିଶେଷଣ -[ସମ୍ପାଦନା]

୧. ଦଣ୍ଡାୟମାନ; ଛିଡ଼ା —୧. Standing erect.

କେଉଁ ଗୋପୀ ହୋଇ ଠିଆ ଯେ, ହସିଲା ଭାଷିଲା ବଢ଼ିବାକୁ କାହ୍ନୁ ହେଲୁ ଏଡ଼େ ଅପାଠିଆ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି